ଗାଲାତୀୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ପତ୍ର
ଗାଲାତିୟର୍ ଲକ୍ମଃନ୍କେ ପେରିତ୍ ପାଉଲାର୍ ଚିଟି
ଗାଲାତିୟ ଚିଟି ବିସୟେ ହଃଦେକ୍
ଗାଲାତି ମଣ୍ଡ୍ଳିକେ ଚିଟି ପେରିତ୍ ପାଉଲ ଲେକିଆଚେ ୧:୧ । ଇ ଚିଟି ଗାଲାତିୟ ମଣ୍ଡ୍ଳିର୍ ବିସ୍ୱାସି ମଃନ୍କେ ଜିସୁକ୍ରିସ୍ଟର୍ ଜଃଲମାର୍ ୪୮-୫୭ ବଃର୍ସ୍ ବିତ୍ରେ ଲେକା ଅୟ୍ଆଚେ । ଅଃଉଁ ହାରେ ଗାଲାତିୟମଃନ୍ ରମିୟ ଦେସାର୍ ଗାଲାତିଆ ତଃୟ୍ ବାସାକଃର୍ତି ରିଲାୟ୍ । ପାଉଲ ଇ ଚିଟି ଲେକ୍ତା ବଃଳ୍ କୁୟ୍ତି ରିଲା ହଃଣ୍ଡିତ୍ ମଃନ୍ ଟିକ୍ ବାବେ କଃଉଁ ନାହାରୁଲାୟ୍ ମଃତର୍ ଏପିସି କି କରନ୍ତି ଇ ଦୁୟ୍ ତଃୟ୍ ଅୟ୍ ରଃୟ୍ଦ୍ ବଃଲି କଃଉଁଲାୟ୍ । ପାଉଲ ଗାଲାତିୟ ମଣ୍ଡ୍ଳିର୍ ଜିଉଦି ଆର୍ ଅଜିଉଦିମଃନାର୍ ଟିକ୍ଣା ଦଃୟ୍ ଚିଟି ଲେକୁଲା । ସେ ମୁଳ୍କଃରି ମିଚ୍ ସିକ୍ୟାକେ ନଃଦେରୁକ୍ ଲେକିରିଲା । ସେରି କ୍ରିସ୍ଟିଆନ୍ମଃନ୍କେ ହର୍ନା ନିଅମାର୍ ଜିଉଦି ବିଦିକେ ମାନୁକେ କଃଉଆ ଜାତିରିଲି । ମୁଳ୍କରି ସୁନତ୍ ବିଦି ବିସୟେ ।
କ୍ରିସ୍ଟିଆନ୍ ମଃନାର୍ ବିତ୍ରେ କଃତିଗଟ୍ ଦଃଳ୍ ରିଲାୟ୍ ଜୁୟ୍ ମଃନ୍କେ କି ଜୁଡାୟ୍ଜିମ୍ ବଃଲି କଃଉତି ରିଲାୟ୍ ସେମଃନ୍ ଅଜିଉଦିମଃନ୍କେ ସୁନତ୍ ବିଦି ମାନୁକେ ବଃଳ୍ମାଡ୍ କଃର୍ତି ରିଲାୟ୍ । ସେମଃନ୍ ହେଁ ପାଉଲାର୍ ପେରିତ୍ ଅୟ୍ଲାର୍ ଅଃଦିକାର୍ ହାୟ୍ଲା ବିସୟେ ହଃଚାର୍ତି ରିଲାୟ୍ । ପାଉଲ କଃତେକ୍ କଃତାମଃନ୍ କୟ୍ ସେମଃନ୍କେ ସେ ନିଜେ ପେରିତ୍ ଅୟ୍ରିଲା ବିସୟ୍ କୟ୍ ସେମଃନ୍କେ ବୁଜାଉତି ରିଲା ୧:୧୧–୨:୧୪ ଆରେକ୍ ଜିସୁ କ୍ରିସ୍ଟକେ ସଃତ୍ କଃଲେକ୍ ହଃକା ମୁକ୍ତି ହାଉଁକେ ଅୟ୍ଦ୍ ବଃଲି ବୁଜାୟ୍ ନିକ କବୁର୍କେ ଜଃଗ୍ରାତ୍ କଃର୍ତି ରିଲା ୨:୧୬ । ଜୁୟ୍ରି ଇସ୍ୱରାର୍ ଦଃୟାର୍ ଗିନେ ଅଃଉଁଲି ମାନାୟ୍ ଜୁୟ୍ରି କଃରି ରଃୟ୍ଦ୍ ସେତାର୍ ଗିନେ ନୟ୍ ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲାର୍ ଜୁଆର୍ ଜାଣାଉତାର୍ । ୧:୧-୫
୨. ପାଉଲ୍ ଆଗେ ଜିବନ୍ କାଟ୍ଲାର୍, ତାର୍ ସିକାଉତା ଅଃଦିକାର୍, ବିଦିର୍ ସଃକ୍ତି । ୧:୬–୨:୨୧
୩. ବିଦିର୍ କାମ୍ ଆର୍ ଇସ୍ୱରାର୍ ଦଃୟା ଲାଗି ମୁକ୍ତି । ୩–୪
୪. ସଃତ୍ କ୍ରିସ୍ଟିଆନ୍ ଜିବନ୍ କାଟୁକେ କଃଉତାର୍ । ୫:୧–୬:୧-୧୦
୫. ପାଉଲାର୍ ଜୁଆର୍ ଜାଣାଉତାର୍ ଆର୍ ଇସ୍ୱରାର୍ ଗିନେ ଜିବନ୍ ବାଦୁଲ୍ତାର୍ ବିସୟେ ଦିଆନ୍ ଦେତାର୍ । ୬:୧୧-୧୮
1
ଗାଲାତି ମଣ୍ଡ୍ଳିକେ ପାଉଲାର୍ ଚିଟି
1 ମୁୟ୍ଁ ପାଉଲ୍ ଗଟେକ୍ ପେରିତ୍ । ମାନାୟ୍ ହୁଣି ନାୟ୍ କି ମାନାୟ୍ର୍ ଦଃୟ୍କଃରି ନାୟ୍, ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଆର୍ ଜୁୟ୍ ଇସ୍ୱର୍ ଉବା ତାକେ ମଃଲା ଲକ୍ମଃନାର୍ ତଃୟ୍ହୁଣି ଉଟାୟ୍ଲା ତାର୍ ତଃୟ୍ହୁଣି ହାୟ୍ ଆଚି । 2 ଆର୍ ମର୍ ସଃଙ୍ଗେ ରିଲା ସଃବୁ ବିସ୍ୱାସି ବାୟ୍ମଃନ୍ ଗାଲାତି ମଣ୍ଡ୍ଳିର୍ ବାୟ୍ବେଣିମଃନ୍କେ ଜୁଆର୍ ଜାଣାଉଁଲୁ ।
3 ଅଃମିମଃନାର୍ ଇସ୍ୱର୍ ଉବା ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଅ ।
4 ସେ ଅଃମାର୍ ଇସ୍ୱର୍ ଉବାର୍ ଇଚା ହଃର୍କାରେ ଇ ଅଃବାର୍ ଜଃଗତେ ହୁଣି ଅଃମିମଃନ୍କ୍ ମୁକ୍ଳାଉଁକ୍ ଅଃମିମଃନାର୍ ହାହାର୍ ଗିନେ ଅଃହ୍ଣାକ୍ ଦିଲା । 5 ଜୁଗେଜୁଗେ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ଆମେନ୍ ।
ଗଟେକ୍ ହଃକା ନିକ କବୁର୍
6 କ୍ରିସ୍ଟର୍ ଦଃୟାୟ୍ ଜେ ତୁମିମଃନ୍କେ କୁଦ୍ଲା, ତାର୍ ତଃୟ୍ହୁଣି ଜେ ଅଃଡେକ୍ ବେଗି ମଃନ୍ବାଦ୍ଲାୟ୍ ବିନ୍ ନିକ କବୁର୍ ତଃୟ୍ ଟାଣି ଅୟ୍ ଆଚାସ୍ ମଃନ୍ ଦଃୟ୍ ଆଚାସ୍, ଇତାକ୍ ମୁୟ୍ଁ କାବା ଅଃଉଁଲେ । 7 ସେରି “ବିନ୍ ନିକ କବୁର୍ ହେଁ ନାୟ୍,” ମଃତର୍ କଃତେକ୍ ତୁମିମଃନ୍କେ ବୁଲ୍କାଉଁଲାୟ୍ ତିର୍ ନଃକେରୁଲାୟ୍ । ଆର୍ କ୍ରିସ୍ଟର୍ ନିକ କବୁର୍କେ କଃରାବ୍ କଃରୁକେ ମଃନ୍ କଃରୁଲାୟ୍ । 8 ମଃତର୍ ଜୁୟ୍ ନିକ କବୁର୍ ଅଃମିମଃନ୍ ତୁମାର ତଃୟ୍ ପର୍ଚାର୍ କଃରି ଆଚୁ, ଜଦି ଅଃମିମଃନ୍ କି ସଃର୍ଗ୍ଦୁତ୍ ଅୟ୍ଲେକ୍ ହେଁ ଜେହେଁ ତାର୍ ତଃୟ୍ହୁଣି ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ହାଅ 9 ଜଃନ୍କଃରି ଅଃମିମଃନ୍ ହୁର୍ବେ କୟ୍ ଆଚୁ, ସେନ୍ହର୍ ମୁୟ୍ଁ ଅଃବେ ଆରେକ୍ କଃଉଁଲେ । ଜୁୟ୍ ନିକ କବୁର୍ ତୁମିମଃନ୍ ଦଃରିରିଲାସ୍ ତାର୍ ତଃୟ୍ହୁଣି ଜଦି କୁୟ୍ଲକ୍ ତୁମାର୍ ତଃୟ୍ ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ ହାଅ ।
10 ମୁୟ୍ଁ କି ଅଃବେ ମାନାୟ୍ ମଃନ୍କାର୍ କି ଇସ୍ୱରାର୍ ଲାଡାର୍ ଅଃଉଁକେ ଜଃତୁନ୍ କଃରୁଲେ ? ଆର୍ ମାନାୟ୍ମଃନ୍କେ କାୟ୍ ସଃନ୍ମତ୍ କଃରୁକେ ଉପାୟ୍ କଃରୁଲେ, ଜଦି ମୁୟ୍ଁ ଅଃବେ ହେଁ ମାନାୟ୍ମଃନ୍କେ ସଃନ୍ମତ୍ କଃର୍ତି ରିଲେହୁଣି ତଃବେ ମୁୟ୍ଁ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ନୟ୍ଲେହୁଣି ।
ପାଉଲ୍ କଃନ୍କଃରି ପେରିତ୍ଚେଲା ଅୟ୍ଲା
11 କାୟ୍ତାକ୍ବଃଲେକ୍ ଏ ବାୟ୍ବେଣିମଃନ୍ ଜୁୟ୍ ନିକ କବୁର୍ ମର୍ ତଃୟ୍ହୁଣି ପର୍ଚାର୍ ଅୟ୍ଆଚେ, ସେ କଃତାକ୍ ତୁମିମଃନ୍କେ ଜାଣାୟ୍ ଆଚି, ସେରି ମାନାୟ୍ର୍ ଇଚାୟ୍ ନାୟ୍ । 12 ବଃଲେକ୍ ମୁୟ୍ଁ ସେରି ମାନାୟ୍ ତଃୟ୍ହୁଣି ହାୟ୍ ନଃକେରି କି ସିକି ନଃକେରି ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାୟ୍ ଆଚି ।
13 ✡ ୧:୧୩ ପେରି ୮:୩; ୨୨:୪,୫; ୨୬:୯-୧୧.ହୁର୍ବେ ଜିଉଦି ଦଃର୍ମକେ ମର୍ ଚାଲ୍ଚାଲ୍ତି କଃତାୟ୍ ତୁମିମଃନ୍ ତ ସୁଣି ଆଚାସ୍, ମୁୟ୍ଁ ଇସ୍ୱରାର୍ ମଣ୍ଡ୍ଳିକେ ଦୁକ୍କଃସ୍ଟ ଦେତିରିଲେ, ଆର୍ ତାକେ ନସ୍ଟ୍ କଃରୁକେ ଦଃକ୍ତିରିଲେ । 14 ✡ ୧:୧୪ ପେରି ୨୨:୩.ଆର୍ ଅଃମାର୍ ଦାଦି ମଃନ୍କାର୍ ଅୟ୍ ଆସ୍ତା ରିତିବିଦି ଗିନେ ବଃଳେ ସଃର୍ଦା ଅୟ୍ ମର୍ ସଃଙ୍ଗାର୍ ବଃୟ୍ସାର୍ ନିଜ୍ ଜାତିର୍ ଲକ୍ମଃନ୍କାର୍ ବିତ୍ରେ ଅଃଦିକ୍ ଦଃର୍ମେ ଜାତିରିଲେ ।
15 ✡ ୧:୧୫ ପେରି ୯:୩-୬; ୨୨:୬-୧୦; ୨୬:୧୩-୧୮.ମଃତର୍ ଜୁୟ୍ ଇସ୍ୱର୍ ମର୍ ଆୟାର୍ ହେଟେ ହୁଣି ମକେ ବାଚିରିଲା, ଆର୍ ଅଃହ୍ଣାର୍ ଦଃୟାୟ୍ ତାକେ ସେବାକଃରୁକେ ମକେ କୁଦିରିଲା । 16 ସେ ଜଃଡ୍ବଃଳ୍ ଅଃହ୍ଣାର୍ ହୟ୍ସିକ୍ ମର୍ ତଃୟ୍ ଜାଣାଉଁକ୍ ମଃନ୍ କଃଲା, ଜଃନ୍କଃରି ମୁୟ୍ଁ ଅଜିଉଦି ବିତ୍ରେ ତାକେ ପର୍ଚାର୍ କଃରିନ୍ଦ୍, ସଃଡେବଃଳ୍ ମୁୟ୍ଁ ମାନାୟ୍ ସଃଙ୍ଗ୍ କଃତାବାର୍ତା କଃରୁକେ ଜାୟ୍ ନଃରିଲେ । 17 କି ମର୍ ହୁର୍ବେ ବାଚ୍ଲା ପେରିତ୍ ମଃନ୍କାର୍ ହାକ୍ ଜିରୁସାଲମ୍କେ ନଃଜାୟ୍ଁ ତଃତ୍କାଣ୍ ଆରବ୍କେ ବାରୟ୍ଗଃଲେ, ଆରେକ୍ ମୁୟ୍ଁ ଦମେସକ୍କେ ବାଉଳି ଆୟ୍ଲେ । 18 ✡ ୧:୧୮ ପେରି ୯:୨୬-୩୦.ତାର୍ ହଃଚେ ତିନି ବଃର୍ସ୍ ଗଃଲାକେ ମୁୟ୍ଁ କେପା ସଃଙ୍ଗ୍ ବେଟ୍ ଅଃଉଁକ୍ ଜିରୁସାଲମ୍କେ ଗଃଲେ; ଆର୍ ତାର୍ ସଃଙ୍ଗ୍ ହଃନ୍ଦ୍ର ଦିନ୍ ରିଲେ । 19 ମଃତର୍ ମାପ୍ରୁର୍ ବାୟ୍ସି ଜାକୁବ୍କେ ଚାଡି ପେରିତ୍ ମଃନାର୍ ବିନ୍ କାକେ ନଃଦେକ୍ଲେ ।
20 ମୁୟ୍ଁ ଜୁୟ୍ସଃବୁ କଃତା ତୁମିମଃନ୍କେ ଲେକୁଲେ ସେରି ସଃତ୍, ଦଃକା ଇସ୍ୱର୍ ଜାଣୁଲା, ମୁୟ୍ଁ ମିଚ୍ ନଃକୟ୍ଁ । 21 ହଃଚେ ମୁୟ୍ଁ ସିରିଆ ଆର୍ କିଲିକିଆକେ ଗଃଲେ । 22 ଜିଉଦା ରାଜିର୍ କ୍ରିସ୍ଟର୍ ମଣ୍ଡ୍ଳିମଃନାର୍ ହାକ୍ ମୁୟ୍ଁ ନିଜ୍କେ ଜାଣାୟ୍ ନଃରିଲେ । 23 ସେମଃନ୍ ଅଃବ୍କା ସୁଣ୍ତିରିଲାୟ୍, ଜୁୟ୍ ଲକ୍ ହୁର୍ବେ ଅଃମିମଃନ୍କ୍ କଃସ୍ଟ୍ ଦେତିରିଲା, ଗଟ୍ଦିନ୍ ଜୁୟ୍ ବିସ୍ୱାସ୍କେ ନଃସ୍ଟ୍କଃରୁକ୍ ଦଃର୍ତିରିଲା, ସେରି ଅଃବେ ପର୍ଚାର୍ କଃରୁଲା । 24 ଆର୍ ସେତାକ୍ ସେମଃନ୍ ମର୍ ଗିନେ ଇସ୍ୱରାର୍ ଗୁଣ୍ କଃଉତି ରିଲାୟ୍ ।